ଆସନ୍ତାକାଲି ସକାଳ ୮ଟାରୁ ଶ୍ରୀମନ୍ଦିର ପ୍ରବେଶ ପାଇଁ କଟକଣା

ପୁରୀ : ଗୁରୁବାର ସକାଳ ୮ଟାରୁ ଶ୍ରୀମନ୍ଦିରରେ ପ୍ରବେଶ ଉପରେ କଟକଣା ଲାଗିବ । ଭିତର ରତ୍ନଭଣ୍ଡାର ରତ୍ନ ସ୍ଥାନାନ୍ତର ପ୍ରସଙ୍ଗରେ ଏମିତି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । କାଲି ସକାଳ ୮ଟାରୁ ସିଂହଦ୍ବାରକୁ ଛାଡି ଅନ୍ୟ ୩ ଦ୍ବାର ବନ୍ଦ କରାଯିବା ସହ ଶ୍ରୀଜିଉଙ୍କ ଦର୍ଶନ ଉପରେ କଟକଣା ରହିବ ।  ସିଂହଦ୍ବାର ଦେଇ କେବଳ ଅଧିକୃତ ବ୍ୟକ୍ତି ଓ ମନ୍ଦିରରେ ସେବା ଥିବା ସେବାୟତ ହିଁ ଯାଇପାରିବେ । … Continue reading ଆସନ୍ତାକାଲି ସକାଳ ୮ଟାରୁ ଶ୍ରୀମନ୍ଦିର ପ୍ରବେଶ ପାଇଁ କଟକଣା