ସମନ୍ଵୟ ରହିଲେ ସଫଳ ଓ ତ୍ରୁଟିଶୂନ୍ୟ ହେବ ରଥଯାତ୍ରା
ଡେସ୍କ: ଚଳିତ ବର୍ଷ ହେବାକୁ ଥିବା ରଥଯାତ୍ରାକୁ ତ୍ରୁଟି ଶୂନ୍ୟ କରିବା ନିମନ୍ତେ ଆଜି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱେଚ୍ଛାସେବୀ ସଙ୍ଗଠନ ମାନଙ୍କ ସହ ଆଜି ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲାପାଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୁରୀ ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିମାନେ ଯୋଗ ଦେଇଥିଲେ। ୨୦୧୯ର ଲୋମଟାଙ୍କୁରା … Continue reading ସମନ୍ଵୟ ରହିଲେ ସଫଳ ଓ ତ୍ରୁଟିଶୂନ୍ୟ ହେବ ରଥଯାତ୍ରା
Copy and paste this URL into your WordPress site to embed
Copy and paste this code into your site to embed