www.samajalive.in
Sunday, December 7, 2025
26.1 C
Bhubaneswar

ସମ୍ପନ୍ନ ହେବ ଚକ-ଅଖ ଡେରା ନୀତି: ଆସିଲା ଆଜ୍ଞାମାଳ

ପୁରୀ: ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ଦିନ କେଇଟା ବାକି ରହିଛି। ଏଥିଲାଗି ଚଳଚଞ୍ଚଳ ହୋଇପଡିଛି ରଥଖଳା। କାରିଗର ମାନେ ରଥ ନିର୍ମାଣ କାର୍ଯ୍ୟରେ ଦିନ ରାତି ଏକ କରି ଦେଇଛନ୍ତି। ଏହି ଅବସରରେ ଆଜି ରଥ ଖଳାରେ ଚକ ଡେରା ନୀତି ପାଇଁ ଆଜ୍ଞାମାଳ ଆସିଛି। ତିନି ବାଡରୁ ପୂଜା ପଣ୍ଡା ସେବକ ମାନେ ଆଜ୍ଞାମାଳ ଆଣିଛନ୍ତି। ଆଜିର ପବିତ୍ର ଭଉଁରୀ ତିଥିରେ ଚକ-ଅଖ ଡେରା ନୀତି ସମ୍ପନ୍ନ ହେବ। ନୀତିକାନ୍ତି ଭିତରେ ନାହାକା ଚକ ସହିତ ଅଖ ଯୋଡା ଯାଇଛି।  ରବିବାର ତିନି ରଥର ୧୯ଟି ଚକ ନିର୍ମାଣ ସରିଥିବା ନେଇ ସୂଚନା ରହିଛି। ଖଳାରେ ଭୂଇଁର ଚଉତା କାଠ ଓ ମୁହାଁଟ  ନିର୍ମାଣ ଚାଲିଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories