ନେଦରଲାଣ୍ଡ୍ସରେ ବିରାଜିବେ ରାମଲାଲା
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଅଯୋଧ୍ୟାସ୍ଥିତ ରାମ ମନ୍ଦିରରେ ରାମଲାଲା ବିରାଜମାନ କରୁଛନ୍ତି। ତେବେ ରାମଲାଲାଙ୍କ ଅବିକଳ ପ୍ରତିମୂର୍ତ୍ତି ନେଦରଲାଣ୍ଡ୍ସସ୍ଥିତ ଏକ ହନୁମାନ ମନ୍ଦିରରେ ପ୍ରତିଷ୍ଠା କରାଯିବ ବୋଲିି ଜଣାପଡିଛି। ବାରାଣସୀର କହ୍ନେୟାଲାଲ ଶର୍ମା ନାମକ ମୂର୍ତ୍ତିକାର ଇତିିମଧ୍ୟରେ ରାମଲାଲାଙ୍କ ଅବିକଳ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ପ୍ରତିମାକୁ ପ୍ରଥମେ ଅଯୋଧ୍ୟା ନିଆଯିବ, ସେଠାରେ ପୂଜାର୍ଚ୍ଚନା ପରେ ଏହାକୁ ନେଦରଲାଣ୍ଡ୍ସ ନିଆଯିବ ବୋଲି ସୂଚନା ମିଳିଛି। ସ୍ବାଧୀନ ପ୍ରାର୍ଥୀଙ୍କ ବିଚିତ୍ର ନିର୍ବାଚନ ଚିହ୍ନ ସନାତନ ଧର୍ମର ପ୍ରଚାର ପାଇଁ ଉତ୍ସର୍ଗୀକୃତ … Continue reading ନେଦରଲାଣ୍ଡ୍ସରେ ବିରାଜିବେ ରାମଲାଲା
Copy and paste this URL into your WordPress site to embed
Copy and paste this code into your site to embed