ଅଡ଼ୁଆରେ ବଲିଉଡ଼ ଅଭିନେତା, ଜୁନ୍ ୨୯ ସୁଦ୍ଧା ୧୪ କୋଟି ନଦେଲେ ଯିବେ ଜେଲ୍‌

ମୁମ୍ବଇ: ବଲିଉଡ଼ ଅଭିନେତା ରାଜପାଲ ଯାଦବଙ୍କ ସମସ୍ୟା ପୁଣି ଥରେ ବଢିବାକୁ ଯାଉଛି। ଚେକ୍ ବାଉନ୍ସ ହେବା ମାମଲାରେ ମେ’ ୨୯ ତାରିଖରେ ଦିଲ୍ଲୀର କଡ଼କଡ଼ଡୁମା ଅଦାଲତ ରାଜପାଲଙ୍କୁ ଜୁନ୍‌ ୨୯ ସୁଦ୍ଧା ପ୍ରାୟ ୧୪ କୋଟି ଟଙ୍କା ଜମା କରିବାକୁ ନିର୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ପାଳନ ନହେଲେ ରାଜପାଲ ଯାଦବଙ୍କୁ ଜେଲ୍ ଯିବାକୁ ପଡ଼ିପାରେ। ତେବେ ରାଜପାଲ ଏହି ମାମଲାରେ ଏବେ ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି। ମୁରଲୀ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ … Continue reading ଅଡ଼ୁଆରେ ବଲିଉଡ଼ ଅଭିନେତା, ଜୁନ୍ ୨୯ ସୁଦ୍ଧା ୧୪ କୋଟି ନଦେଲେ ଯିବେ ଜେଲ୍‌