ବିଶେଷଜ୍ଞଙ୍କ ମତ : କ୍ଷୀରରେ କିସମିସ ବତୁରାଇ ଖାଇଲେ ମିଳେ ଏହି ଲାଭ..

କିସମିସରେ ଆଇରନ, ପୋଟାସିୟମ,କ୍ୟାଲସିୟମ,ମାଗ୍ନେସିୟମ ଓ ଫାଇବର ପ୍ରଚୁର ପରିମାଣରେ ରହିଛି । ଅଧିକାଂଶ ଲୋକେ ପାଣିରେ କିସମିସ ବତୁରାଇ ଖାଇ ଥାଆନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ନିୟମିତ ପାଣିରେ ବତୁରା ଯାଇଥିବା କିସମିସ ଖାଇବା ଦ୍ୱାରା ଶରୀରକୁ ଖୁବ୍‌ ଶକ୍ତି ମିଳିଥାଏ । ମାତ୍ର ପାଣି ବଦଳରେ କ୍ଷୀରରେ କିସମିସ ବତୁରାଇ ଖାଇବାର ଲାଭ ବିଷୟରେ ଜାଣିଛନ୍ତି କି? ବିଶେଷଜ୍ଞଙ୍କ ମତରେ କିସମିସକୁ ନିୟମିତ ରାତିରେ କ୍ଷୀରରେ ବତୁରାଇ ରଖନ୍ତୁ । ସକାଳେ … Continue reading ବିଶେଷଜ୍ଞଙ୍କ ମତ : କ୍ଷୀରରେ କିସମିସ ବତୁରାଇ ଖାଇଲେ ମିଳେ ଏହି ଲାଭ..