ଆସୁଛି ଲଘୁଚାପ; ପୁଣି ଭିଜିବ ଓଡିଶା!

ଭୁବନେଶ୍ୱର : ଆସୁଛି ଲଘୁଚାପ । ପୁଣି ଭିଜିବ ଓଡିଶା । ଆସନ୍ତା ୨୨ ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ। ପରବର୍ତ୍ତୀ ସମୟରେ ଲଘୁଚାପଟି ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି । ଘନୀଭୂତ ହୋଇ କ୍ରମେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି । ଏକ୍ସ ଜରିଆରେ ଏନେଇ ଆଜି ପାଣିପାଗ ବିଜ୍ଞାନୀ ଉମାଶଙ୍କର … Continue reading ଆସୁଛି ଲଘୁଚାପ; ପୁଣି ଭିଜିବ ଓଡିଶା!