ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ; ୪ ତାରିଖରେ ଲଘୁଚାପ, ପୁଣି ବର୍ଷିବ!

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ବୁଧବାର ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଘୂର୍ଣ୍ଣିବଳୟ ପ୍ରଭାବରେ ୪ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ସହ ବର୍ଷା ହୋଇପାରେ । ବାତ୍ୟା ଆକଳନ ହୋଇନି,ଏଲିନୋ ସକ୍ରିୟ ନାହିଁ, ଲାଲିନା ଚାଲିଛି। ଏଥର ଶୀତ କେମିତି ରହିବ ତାହା ଆକଳନ ହୋଇନି ବୋଲି ଆଇଏମଡି ଡିଜି କହିଛନ୍ତି। ୧୨ ବର୍ଷ ପରେ.. ନବରାତ୍ରରୁ ବକ୍ରି ହେବେ ବୃହସ୍ପତି … Continue reading ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ; ୪ ତାରିଖରେ ଲଘୁଚାପ, ପୁଣି ବର୍ଷିବ!