ରେଳ ସୁରକ୍ଷା ପାଇଁ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ

ଡେସ୍କ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ରେଳ ବଜେଟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଟ୍ରେନର ନିରାପତ୍ତା ବୃଦ୍ଧି ପାଇଁ ଆବଣ୍ଟନ କରାଯାଇଛି। ଶ୍ରୀ ବୈଷ୍ଣବ ଆଜି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କହିଛନ୍ତି ଯେ ମୋଟ ୨.୬୨ ଲକ୍ଷ କୋଟି ଟଙ୍କାର ବଜେଟ୍ ମଧ୍ୟରୁ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ରେଳ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟୟବରାଦ କରାଯାଇଛି। ଗତ ୧୦ ବର୍ଷ ମଧ୍ୟରେ ୩୧ ହଜାର ନୂଆ ଟ୍ରାକ୍ ଏବଂ ୪୦ … Continue reading ରେଳ ସୁରକ୍ଷା ପାଇଁ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ