www.samajalive.in
Tuesday, December 9, 2025
26.1 C
Bhubaneswar

ବାଦଗଡ଼ାରେ ହାତୀ ଉପଦ୍ରବ: ଭାଙ୍ଗିଲେ ଘର

ରାଇକିଆ : କନ୍ଧମାଳ ଜିଲା ରାଇକିଆ ବ୍ଲକ୍ ଅପହଞ୍ଚ ଇଲାକା ଅନ୍ତର୍ଗତ ରଣବା ପଞ୍ଚାୟତରେ ପୁଣି ହାତୀପଲଙ୍କ ଉପଦ୍ରବ ବୃଦ୍ଧି ହୋଇଛି। କିଛି ଦିନ ହେବ ହାତୀପଲ ଆତଙ୍କ ଖେଳାଇ ଚାଲିଛନ୍ତି। ୨୬ଟିକିଆ ହାତୀପଲଙ୍କ ଉତ୍ପାତ, ଉପଦ୍ରବ କମିବାର ନାଁ ଧରୁନି।
ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ପୁଣି ମଧ୍ୟ ରାତ୍ରୀରେ ବାଦଗଡ଼ ଗ୍ରାମରେ ହାତୀପଲ ପଶି ଘାସିରାମ ନାୟକଙ୍କ ଘର ସହ ଆସବାସ ପତ୍ର, ବାଡ଼ିରେ ଥିବା କଦଳୀ ଗଛ, ଖଜରା ପଣସ ଗଛ, ଲିଚୁ ଗଛ ସବୁ ଭାଙ୍ଗି ରୁଜି ନଷ୍ଟ କରି ଦେଇଛନ୍ତି। ଏନେଇ ପରିବାର ଲୋକେ, ଗ୍ରାମବାସୀ ଆତଙ୍କିତ ହୋଇ ଭୟଭୀତ ଅବସ୍ଥାରେ ରହିଛନ୍ତି। ଗ୍ରାମବାସୀ ପ୍ରଶାସନଙ୍କୁ କ୍ଷତିପୂରଣ ବାବଦକୁ ସାହାଯ୍ୟ ସହଯୋଗ ପାଇଁ ନିବେଦନ କରିଛନ୍ତି। ହାତୀ ଉପଦ୍ରବରୁ ଲୋକଙ୍କ ଧନଜୀବନକୁ ସୁରକ୍ଷା ଦେବାକୁ ମଧ୍ୟ ଅନୁରୋଧ କରିଛନ୍ତିି।

ଜୁନ୍‌ ମାସରେ ଏହି ରାଶିଙ୍କୁ ଧନୀ କରିବାକୁ ଆସୁଛନ୍ତି ଶୁକ୍ର: ଏମାନେ ହେବେ ମାଲାମାଲ୍‌, ହେବ ବିବାହ..

ଦେଖନ୍ତୁ ଭିଡିଓ ; ଅଧା ଖାଇବା ପରେ ମହିଳାଙ୍କ ଆଇସ୍‌କ୍ରିମ୍‌ରୁ ବାହାରିଲା ଝିଟିପିଟି ଲାଞ୍ଜ, ଆଉ ତା’ପରେ..

- Advertisement -

ପୁଣି ଝଟକା; ବଢିଲା ସୁନା ଦାମ୍‌

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories