ଆମ୍ ଆଦମୀ ପାର୍ଟିକୁ ଭୋଟ ଦେବେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି(ଆପ୍)କୁ ଭୋଟ ଦେବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଦିଲ୍ଲୀରେ ଆସନ୍ତା ୨୫ ତାରିଖରେ ହେବାକୁ ଥିବା ନିର୍ବାଚନରେ ସେ ଆପ୍କୁ ଭୋଟ ଦେବେ ବୋଲି ରବିବାର ଏଠାରେ ଆୟୋଜିତ ଏକ ବିଶାଳ ରାଲିରେ କହିଛନ୍ତି। ନିର୍ବାଚନୀ ପ୍ରଚାର ସମୟରେ ରାହୁଲ କହିଥିଲେ, ‘ମୁଁ ଆସନ୍ତା ୨୫ ତାରିଖରେ ମତଦାନ ସମୟରେ ଆପ୍କୁ ଭୋଟ ଦେବି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଂଗ୍ରେସକୁ ଭୋଟ ଦେବେ।’ ଉଲ୍ଲେଖ ଯେ, ଚଳିତ ନିର୍ବାଚନରେ ବିଜେପିକୁ … Continue reading ଆମ୍ ଆଦମୀ ପାର୍ଟିକୁ ଭୋଟ ଦେବେ ରାହୁଲ ଗାନ୍ଧୀ
Copy and paste this URL into your WordPress site to embed
Copy and paste this code into your site to embed