ରାହୁଲଙ୍କ ସମ୍ପତ୍ତି ୨୦ କୋଟି, ବାସଗୃହ କିମ୍ବା ଗାଡି ନଥିବା ସତ୍ୟପାଠରେ ଉଲ୍ଲେଖ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପତ୍ତି ପରିମାଣ ୨୦ କୋଟି ଟଙ୍କା ଜଣାପଡିଛି। ଆଗାମୀ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ରାହୁଲ କେରଳର ୱାୟନାଡ୍‌ ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ପ୍ରାର୍ଥିପତ୍ର ଦାଖଲ ସମୟରେ ରାହୁଲ ଦାଖଲ କରିଥିବା ସତ୍ୟପାଠରେ ନିଜର ସମ୍ପତ୍ତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସତ୍ୟପାଠ ଅନୁଯାୟୀ ରାହୁଲଙ୍କ ସ୍ଥାବର ସମ୍ପତ୍ତି ପରିମାଣ ୯.୨୪ କୋଟି ହୋଇଥିବାବେଳେ ୧୧.୧୫ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ତେବେ ତାଙ୍କର ବାସଗୃହ କିମ୍ବା ଗାଡି ନାହିଁ … Continue reading ରାହୁଲଙ୍କ ସମ୍ପତ୍ତି ୨୦ କୋଟି, ବାସଗୃହ କିମ୍ବା ଗାଡି ନଥିବା ସତ୍ୟପାଠରେ ଉଲ୍ଲେଖ