ପୁଣି କ୍ଷମତାକୁ ଆସିଲେ ସମ୍ବିଧାନକୁ ରଦ୍ଦ କରିବ ବିଜେପି – ରାହୁଲ ଗାନ୍ଧି

ଡେସ୍କ: କେନ୍ଦ୍ରରେ କ୍ଷମତାକୁ ଫେରିଲେ ଭାରତୀୟ ଜନତା ପାର୍ଟି (ବିଜେପି) ସମ୍ବିଧାନକୁ ଭାଙ୍ଗି ଦେବ ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି। ମଧ୍ୟପ୍ରଦେଶର ଭିଣ୍ଡରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ସମ୍ବିଧାନର ନକଲ ଧରି କହିଛନ୍ତି ଯେ ଚଳିତ ଲୋକସଭା ନିର୍ବାଚନ କୌଣସି ସାଧାରଣ ନିର୍ବାଚନ ନୁହେଁ, ବରଂ ଦୁଇ ବିଚାରଧାରା ମଧ୍ୟରେ ଲଢ଼େଇ। ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ଖେଳିବ ଟି-ଟ୍ବେଣ୍ଟି ବିଶ୍ବକପ ସମ୍ବିଧାନ ଯୋଗୁଁ ଗରିବ, ଅନୁସୂଚିତ … Continue reading ପୁଣି କ୍ଷମତାକୁ ଆସିଲେ ସମ୍ବିଧାନକୁ ରଦ୍ଦ କରିବ ବିଜେପି – ରାହୁଲ ଗାନ୍ଧି