ମୋଦୀ-ଶାହ ନିବେଶକଙ୍କ ୩୦ ଲକ୍ଷ କୋଟି ବୁଡାଇଛନ୍ତି: ରାହୁଲ
ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ୪ ଜୁନ ଫଳାଫଳ ଦିନ ଷ୍ଟକ୍ ମାର୍କେଟର ହ୍ରାସକୁ ବଡ ଘୋଟାଲା ବୋଲି କହିଛନ୍ତି । ସେ ଏହାର ଯାଞ୍ଚ କରିବା ପାଇଁ ଦାବି କରିଛନ୍ତି । ରାହୁଲ କହିଛନ୍ତି କି ୩୧ ମେରେ ଷ୍ଟକ୍ ମାର୍କେଟ୍ ସକ୍ରିୟ ଥିଲା । ସମସ୍ତେ ଖୁସି ଥିଲେ । ହଜାର ହଜାର କୋଟି ଟଙ୍କା ନିବେଶ ହୋଇଥିଲା । କିନ୍ତୁ ପରେ ୩୦ ଲକ୍ଷ ଟଙ୍କା କ୍ଷତି … Continue reading ମୋଦୀ-ଶାହ ନିବେଶକଙ୍କ ୩୦ ଲକ୍ଷ କୋଟି ବୁଡାଇଛନ୍ତି: ରାହୁଲ
Copy and paste this URL into your WordPress site to embed
Copy and paste this code into your site to embed