ଆଉ ୩ ଦିନ.. ରାହୁ-କେତୁଙ୍କ ମହାଚଳନ; ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ..

ଜ୍ୟୋତିଷ ଗଣନାନୁସାରେ ରାହୁ-କେତୁ ଦେଢ ବର୍ଷକୁ ଥରେ ରାଶି ପରିବର୍ତ୍ତନ କରି ଥାନ୍ତି । ଏବେ ରାହୁ ମୀନ ରାଶିରେ ଓ କେତୁ କନ୍ୟା ରାଶିରେ ବିରାଜମାନ ରହିଛନ୍ତି । ମାତ୍ର ୧୮ ମେ’ ୨୦୨୫ରେ ରାହୁ କୁମ୍ଭ ରାଶି ଓ କେତୁ ସିଂହ ରାଶିରେ ଚଳନ କରିବେ । ରାହୁ-କେତୁଙ୍କୁ ମାୟାବୀ ଓ ଛାୟା ଗ୍ରହ ବୋଲି କୁହାଯାଏ । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ଜାଣନ୍ତୁ ରାହୁ-କେତୁଙ୍କ … Continue reading ଆଉ ୩ ଦିନ.. ରାହୁ-କେତୁଙ୍କ ମହାଚଳନ; ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ..