ନିର୍ବାଚନ ଲଢ଼ିବାର ସର୍ବନିମ୍ନ ବୟସ ୨୧କୁ ହ୍ରାସ କରିବାକୁ ରାଜ୍ୟସଭାରେ ଦାବି କଲେ ଆପ ସାଂସଦ

ସମାଜ ଡିଜିଟାଲ ଡେସ୍କ: ନିର୍ବାଚନ ଲଢ଼ିବା ବୟସ ୨୫ରୁ ହ୍ରାସ କରି ୨୧ ବର୍ଷ କରିବାକୁ ରାଜ୍ୟସଭାରେ ଦାବି କରିଛନ୍ତି ଆମ ଆଦମୀ ପାର୍ଟି (ଆପ୍‌) ସାଂସଦ ରାଘବ ଚଢ଼ା। ସେ କହିଛନ୍ତି, ଭାରତ ବିଶ୍ଵର ଯୁବଶକ୍ତି ଦେଶଗୁଡ଼ିକ ମଧ୍ୟରୁ ଅନ୍ୟତମ। ଆମ ଦେଶର ମୋଟ ଜନସଂଖ୍ୟାର ୬୫% ୩୫ ବର୍ଷରୁ କମ୍‌ ବୟସ୍କ। ୫୦% ଲୋକଙ୍କ ବୟସ ୨୫ ବର୍ଷରୁ କମ୍‌। ସ୍ଵାଧୀନତା ପରେ ଯେତେବେଳେ ଆମ ଦେଶର ପ୍ରଥମ ଲୋକସଭା ନିର୍ବାଚନ ହୋଇଥିଲା ସେତେବେଳେ … Continue reading ନିର୍ବାଚନ ଲଢ଼ିବାର ସର୍ବନିମ୍ନ ବୟସ ୨୧କୁ ହ୍ରାସ କରିବାକୁ ରାଜ୍ୟସଭାରେ ଦାବି କଲେ ଆପ ସାଂସଦ