କ୍ୱାଡ୍ ଗୋଷ୍ଠୀ ବିଶ୍ୱର ମଙ୍ଗଳ ପାଇଁ ଉଦ୍ଦିଷ୍ଟ – ଜୟଶଙ୍କର

ଡେସ୍କ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ କ୍ୱାଡ୍ ଚାରିଟି ବୃହତ ଗଣତନ୍ତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମରେ ପରିଣତ ହୋଇଛି, ଯାହା ଏକ ମୁକ୍ତ ଏବଂ ସମାଵେଶୀ ଭାରତ-ପ୍ରଶାନ୍ତ ମହାସାଗରକୁ ବଜାୟ ରଖିବାକୁ ଚାହୁଁଛି। ନୂଆଦିଲ୍ଲୀରେ ଆୟୋଜିତ କ୍ୱାଡ୍ ଥିଙ୍କଟ୍ୟାଙ୍କ ଫୋରମରେ ଯୋଗଦେଇ ସେ କହିଛନ୍ତି ଯେ କ୍ୱାଡ୍ କିଛି ଦିନ ଧରି ବିଭିନ୍ନ କାରଣରୁ ଅଚଳ ହୋଇ ପଡ଼ିଥିବା ବିଶ୍ୱସ୍ତରୀୟ ଆବଶ୍ୟକତାରୁ ଉଭା ହୋଇଛି ଏବଂ ତା’ପରେ ନୂତନ … Continue reading କ୍ୱାଡ୍ ଗୋଷ୍ଠୀ ବିଶ୍ୱର ମଙ୍ଗଳ ପାଇଁ ଉଦ୍ଦିଷ୍ଟ – ଜୟଶଙ୍କର