ମାଳତିପାଟପୁରରେ ହୁତୁହୁତୁ ହୋଇ ଜଳିଲା ଟୁରିଷ୍ଟ ବସ୍; ଯାତ୍ରୀ ସୁରକ୍ଷିତ
ପୁରୀ : ହୁତୁହୁତୁ ହୋଇ ରାସ୍ତାରେ ଜଳିଗଲା ଟୁରିଷ୍ଟ ବସ୍ । ଏକ ବଡ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଏକ ଅଘଟଣ ମଙ୍ଗଳବାର ପୁରୀ ମାଳତିପାଟପୁର ବସ୍ ଷ୍ଟାଣ୍ଡ ନିକଟରେ ଘଟିଛି । ରାସ୍ତାରେ ଛିଡା ହୋଇଥିବା ବେଳେ ହଠାତ୍ ବସ୍ରେ ନିଆଁ ଲାଗି ଯାଇଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । କେଉଁ କାରଣରୁ ବସ୍ରେ ନିଆଁ ଲାଗିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ … Continue reading ମାଳତିପାଟପୁରରେ ହୁତୁହୁତୁ ହୋଇ ଜଳିଲା ଟୁରିଷ୍ଟ ବସ୍; ଯାତ୍ରୀ ସୁରକ୍ଷିତ
Copy and paste this URL into your WordPress site to embed
Copy and paste this code into your site to embed