ସମୁଦ୍ରରେ ବଙ୍ଗୀୟ ପର୍ଯ୍ୟଟକ ମୃତ

ପୁରୀ : ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଧବାର ଜଣେ ବଙ୍ଗୀୟ ପର୍ଯ୍ୟଟକ ବୁଡି ଯାଇଛନ୍ତି । ସ୍ୱର୍ଗଦ୍ୱାର ନିକଟ ସମୁଦ୍ରରେ ଗାଧୋଇବା ବେଳେ ଏହି ଅଘଟଣ ଘଟିଛି । ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ପର୍ଯ୍ୟଟକଙ୍କ ପରିଚୟ ଅସ୍ପଷ୍ଟ ରହିଛି । Related Posts ଫରେଷ୍ଟର୍‌ ଆତ୍ମହତ୍ୟା ଘଟଣାରେ ଭିନ୍ନମୋଡ଼,… Sep 20, 2024 ସବୁ ଜିଲାରେ ଖୋଲିବ ମେଡିକାଲ … Continue reading ସମୁଦ୍ରରେ ବଙ୍ଗୀୟ ପର୍ଯ୍ୟଟକ ମୃତ