ଦେଖନ୍ତୁ ଭିଡିଓ; ଅଠରନଳା ନିକଟରେ ଭୟଙ୍କର ଅଗ୍ନିକାଣ୍ଡ

ପୁରୀ : ଶୁକ୍ରବାର ସକାଳେ ପୁରୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଠରନଳା ନିକଟରେ ଥିବା ଏକ କବାଡିଆ ଦୋକାନରେ ଏହି ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ନିଆଁ ଲାଗିବା ମାତ୍ରେ ସମଗ୍ର ଅଞ୍ଚଳ ଧୂଆଁରେ ଭରି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଚେଷ୍ଟା କରିବା ପରେ ନିଆଁକୁ ଆୟତ୍ତ କରିଥିଲେ। Related Posts ପୁରୀରେ ବାପା-ପୁଅ ଉପରେ ମରଣାନ୍ତକ ଆକ୍ରମଣ ପରେ… … Continue reading ଦେଖନ୍ତୁ ଭିଡିଓ; ଅଠରନଳା ନିକଟରେ ଭୟଙ୍କର ଅଗ୍ନିକାଣ୍ଡ