ପୁରୀ ଉତରଣା ମଠ ସାହି ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର
ପୁରୀ : ପୁରୀ ସଦର ଥାନା ଅନ୍ତର୍ଗତ ଉତରଣା ମଠ ସାହି ହାଇସ୍କୁଲ ପଛ ପଟୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ନାମ ପ୍ରଦୀପ ମଲ୍ଲିକ ଓରଫ ବାପି। ପଥରରେ ଛେଚି ତାଙ୍କୁ ଅତି ନିର୍ମମ ଭାବେ ବିଳମ୍ବିତ ରାତିରେ ହତ୍ୟା କରାଯାଇଛି ବୋଲି ଜଣାପଡିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ଦାର୍ଜିଲିଂରେ ବଡ ଟ୍ରେନ୍ ଦୁର୍ଘଟଣା ; ଏଯାଏଁ ୫ ମୃତ,୨୫ ଆହତ..
Copy and paste this URL into your WordPress site to embed
Copy and paste this code into your site to embed