ପୁରୀରେ ଚାଞ୍ଚଲ୍ୟ ; ପୁଅର ଫାଉଡା ଚୋଟରେ ମାଆର ମୃତ୍ୟୁ

ପୁରୀ : ପୁଅର ଫାଉଡା ଚୋଟରେ ମାଆର ମୃତ୍ୟୁ ହୋଇଥିବା ଗୁରୁବାର ଅଭିଯୋଗ ହୋଇଛି । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ପୁରୀ ସଦର ସମଙ୍ଗରାରେ ଘଟିଛି । ନିଶା ଖାଇବାକୁ ମାଆ ଟଙ୍କା ନ ଦେବାରୁ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅଭିଯୁକ୍ତ ପୁଅକୁ ଗିରଫ କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ଦେଖନ୍ତୁ ଭିଡିଓ ; ‘ରଖେ ହରି ତ ମାରେ କିଏ’, ୨୨ … Continue reading ପୁରୀରେ ଚାଞ୍ଚଲ୍ୟ ; ପୁଅର ଫାଉଡା ଚୋଟରେ ମାଆର ମୃତ୍ୟୁ