ଶ୍ରୀଜୀଉଙ୍କ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ମୃଦଙ୍ଗ, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର

ପୁରୀ: ଶ୍ରୀକ୍ଷେତ୍ର ଧାମ ପୁରୀରେ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ନିଜର ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ  ରତ୍ନ ସିଂହାସନରୁ ବଡଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧା ବିଗ୍ରହ । ରବିବାର ସକାଳେ ଆଷାଢମାସ ଶୁକ୍ଳ ପକ୍ଷ ଦ୍ୱିତୀୟ ତିଥିରେ ପବିତ୍ର ରଥଯ।ତ୍ରା ଅନୁଷ୍ଠିତ ହେଉଛି। ସକାଳୁ ସକାଳୁ  କାହାଳୀ, ଘଣ୍ଟର ତାଳେ ତାଳେ ଶ୍ରୀ ଜୀଉମାନଙ୍କର ଧାଡି ପହଣ୍ଡି କରାଯାଇଥିଲା। ଭକ୍ତଙ୍କର ହରିବୋଲ ହୁଳହୁଳୀ ଶବ୍ଦରେ ପ୍ରକମ୍ପିତ ହୋଇଥିଲା ବଡଦାଣ୍ଡ । ମଦନ ମୋହନ, … Continue reading ଶ୍ରୀଜୀଉଙ୍କ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ମୃଦଙ୍ଗ, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର