www.samajalive.in
Sunday, December 7, 2025
13.1 C
Bhubaneswar

ଫୋରେନସିକ ଓ ଏନଏସଜି ତଦନ୍ତ: ସେନାର ୫ନଂ. ବସ ବୁଲେଟ ପ୍ରୁଫ ନ ଥିଲା

ଜମ୍ମୁ: ପୁଲୱାମାରେ ସେନାର ବସ୍‌ ଉପରେ ଆକ୍ରମଣ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସୁଛି। ଆକ୍ରମଣର ଶିକାର ହୋଇଥିବା ଯବାନଙ୍କ ବସଟି ବୁଲେଟପ୍ରୁଫ ନ ଥିଲା ବୋଲି ଫୋରେନସିକ ଟିମ ଏବଂ ଏନଏସଜି ତଦନ୍ତରୁ ଜଣାପଡ଼ିଛି। ଯବାନମାନେ ବସରେ ଯାଉଥିଲା ବେଳେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀ ୫ନମ୍ବର ବସ ସହିତ ବିସ୍ଫୋରକ ଭର୍ତ୍ତି ଗାଡ଼ି ଧକ୍କା କରାଇ ବିସ୍ଫୋରଣ ଘଟାଇଥିଲେ। ବସଟି ବୁଲେଟପ୍ରୁଫ ନ ଥିବାରୁ ବିସ୍ଫୋରଣରେ ଧ୍ଵସ୍ତବିଧ୍ଵସ୍ତ ହୋଇଯାଇଥିଲା। ବିସ୍ଫୋରଣରେ ଆତଙ୍କବାଦୀମାନେ ଆରଡିଏକ୍ସ ବ୍ୟବହାର କରିଥିଲେ। ପ୍ରାୟ ଦେଢ଼ କୁଇଣ୍ଟାଲରୁ ୨ କୁଇଣ୍ଟାଲ ଆରଡିଏକ୍ସ ବ୍ୟବହାର କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories