ବରପିତାଙ୍କ ଉପରେ ମାଡିଗଲା ବରଯାତ୍ରୀ ବସ୍

ନରସିଂହପୁର : ବରଯାତ୍ରୀ ବସ୍ ମାଡିଯାଇ ବରପିତାଙ୍କ ମୃତ୍ୟୁ ହୋଇଛି । ଏମିତି ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁରର ଚତରାପଦା ଗାଁରେ। ବିବାହ ପ୍ରସେସନ ଚାଲିଥିବା ସମୟରେ ଅଚାନକ ବରଯାତ୍ରୀ ବସଟି ଦ୍ରୁତଗତିରେ ସମସ୍ତଙ୍କ ଆଡକୁ ମାଡିଆସିଥିଲା । ଏହି ସମୟରେ ବରପିତା ବସ୍ ଆଗରେ ପଡିଯାଇଥିଲେ । ଏହି ଅଘଟଣ ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣକ ହେଉଛନ୍ତି ବିମ୍ବାଧର ନାୟକ … Continue reading ବରପିତାଙ୍କ ଉପରେ ମାଡିଗଲା ବରଯାତ୍ରୀ ବସ୍