ବିଦେଶୀ ସ୍ବାମୀଙ୍କ ସହ ଦେଶୀ ଅବତାରରେ ରାମଲାଲାଙ୍କୁ ଦର୍ଶନ କଲେ ପ୍ରିୟଙ୍କା; ଲୋକେ କହିଲେ ବାଃ..!

ଲକ୍ଷ୍ନୌ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତରେ ଅଛନ୍ତି। ନିକଟରେ ତାଙ୍କ ସ୍ୱାମୀ ନିକ୍ ଜୋନାସ ମଧ୍ୟ ପ୍ରିୟଙ୍କାଙ୍କୁ ଭେଟିବାକୁ ଭାରତ ଆସିଥିଲେ। କିଛି ଦିନ ପୂର୍ବରୁ ତାଙ୍କୁ ମୁମ୍ବଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଇତି ମଧ୍ୟରେ ପ୍ରିୟଙ୍କା ଏବଂ ନିକ୍‌ଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେମାନେ ତାଙ୍କ ଝିଅ ମାଲ୍‌ତୀ ସହ ରାମ ଜନ୍ମଭୂମି ଅଯୋଧ୍ୟାରେ ନଜର ଆସିଛନ୍ତି। ସପରିବାରେ ପ୍ରିୟଙ୍କା ଅଯୋଧ୍ୟା ଯାଇ ରାମଲାଲାଙ୍କୁ ଦର୍ଶନ କରିଛନ୍ତି। ଏଏନଆଇ ପକ୍ଷରୁ ଏକ … Continue reading ବିଦେଶୀ ସ୍ବାମୀଙ୍କ ସହ ଦେଶୀ ଅବତାରରେ ରାମଲାଲାଙ୍କୁ ଦର୍ଶନ କଲେ ପ୍ରିୟଙ୍କା; ଲୋକେ କହିଲେ ବାଃ..!