ସିବିଏସଇ ଦଶମରେ ଜିଲା ଟପ୍ପର ପ୍ରିୟଦର୍ଶିନୀ
କନ୍ଧମାଳ: ନିକଟରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବାବେଳେ କନ୍ଧମାଳ ଜିଲାର ଫୁଲବାଣୀ ସଦର ମହକୁମା ପବ୍ଲିକ ସ୍କୁଲ ଛାତ୍ରୀ ପ୍ରିୟଦର୍ଶିନୀ ବେହେରା ସର୍ବମୋଟ ୪୮୫ ମାର୍କ ଶତକଡା ୯୭ ପ୍ରତିଶତ ନମ୍ବର ରଖି ଜିଲା ଟପ୍ପର ହୋଇଛନ୍ତି । ତାଙ୍କର ବାପା ମଦନମୋହନ ବେହେରା ଜଣେ ଶିକ୍ଷକ ଭାବେ ଆରନୂଆଁ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ। ଏହି ସଫଳତା ବାପା ମଦନ ମୋହନ ବେହେରା ମାତା ସୈାଦାମିନୀ ଦିଗାଲଙ୍କ ପ୍ରଚେଷ୍ଟା ଓ … Continue reading ସିବିଏସଇ ଦଶମରେ ଜିଲା ଟପ୍ପର ପ୍ରିୟଦର୍ଶିନୀ
Copy and paste this URL into your WordPress site to embed
Copy and paste this code into your site to embed