ସୁଦର୍ଶନ ସେତୁର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ: ଲୋକାର୍ପିତ ହୋଇଛି ଦେଶର ସବୁଠାରୁ ବଡ କେବୁଲ ବ୍ରିଜ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି(ରବିବାର) ଦେଶବାସୀଙ୍କ ପାଇଁ ଗୁଜୁରାଟର ଦ୍ବାରକାରେ ସୁଦର୍ଶନ ସେତୁର ଉଦଘାଟନ କରିଛନ୍ତି। ଏହା ମୋଦୀଙ୍କର ଡ୍ରିମ୍ ପ୍ରୋଜେକ୍ଟ ମଧ୍ୟରୁ ଅନ୍ୟତନ। ଗୁଜୁରାଟର ଓଖା ମେନ୍ ଲ୍ୟାଣ୍ଡରୁ ବେଟ୍ ଦ୍ବାରକା ଦ୍ବୀପକୁ ସଂଯୋଗ କରିବ। ପ୍ରାୟ ଅଢେଇ କିଲୋମିଟର ଏହି ପୋଲ ପାଇଁ ପ୍ରାୟ ୯୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୭ ମସିହାରେ ଏହି ପୋଲର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର … Continue reading ସୁଦର୍ଶନ ସେତୁର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
Copy and paste this URL into your WordPress site to embed
Copy and paste this code into your site to embed