ଭୁବନେଶ୍ୱର – ଆସନ୍ତା ଜାନୁଆରୀ ୩ ରୁ ଖୋଲିବ ପ୍ରାଥମିକ ବିଦ୍ୟାଳୟ ;
-ସକାଳ ୯ଟା ରୁ ଦିନ ୧୨ ଯାଏଁ ହେବ ପିଲାଙ୍କ ପାଠ ପଢା
-ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଖୋଲା ହେବ ।

– ରାଜ୍ୟର ୨୭ ହଜାର ପ୍ରାଥମିକ ବିଦ୍ୟାଳୟ ଖୋଲା ହେବା ପାଇଁ ନିଷ୍ପତ୍ତି ।
-ଯେଉଁଠାରେ ସେମିଷ୍ଟିଭ୍ ପରୀକ୍ଷା କରାଯାଉଛି ସେଠାରେ ଜାନୁଆରୀ ୧୦ ତାରିଖରୁ ସ୍କୁଲ୍ ଖୋଲିବ
-ସ୍କୁଲ୍ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି ।
-କୋଭିଡ୍ ଗାଇଡ୍ ଲାଇନ୍ ମାନି ଚାଲିବ ପାଠପଢା ।



