ପୁଣି ଥରେ ସାମ୍ନାକୁ ଆସିଛି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପାକିସ୍ତାନ ପ୍ରତି ସହାନୁଭୂତି

ନୂଆଦିଲ୍ଲୀ :ପୁଣି ଥରେ ସାମ୍ନାକୁ ଆସିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାକିସ୍ତାନ ପ୍ରତି ସହାନୁଭୂତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଏବଂ ଫିଲ୍ଡ ମାର୍ଶାଲ କିଛି ଦିନ ମଧ୍ୟରେ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଟ୍ରମ୍ପ ପୂର୍ବରୁ ହ୍ୱାଇଟ୍ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଥିଲେ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଏବଂ ଫିଲ୍ଡ ମାର୍ଶାଲଙ୍କ ଆଗାମୀ ଗସ୍ତ ବିଷୟରେ କହି ଟ୍ରମ୍ପ କହିଥିଲେ ଯେ ମହାନ ନେତା ହ୍ୱାଇଟ୍ ହାଉସକୁ ଆସୁଛନ୍ତି। ଓଭାଲ୍ ଅଫିସରେ … Continue reading ପୁଣି ଥରେ ସାମ୍ନାକୁ ଆସିଛି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପାକିସ୍ତାନ ପ୍ରତି ସହାନୁଭୂତି