ମରିସସରେ ମେଟ୍ରୋରେ ଯାତ୍ରା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମରିସସରେ ମେଟ୍ରୋ ଟ୍ରେନରେ ଯାତ୍ରା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ୱିଟ କରିଛନ୍ତି, ମହାତ୍ମା ଗାନ୍ଧୀ ଇନଷ୍ଟିଚ୍ୟୁଟରେ ପହଞ୍ଚିବା ପୂର୍ବରୁ ମୋତେ ମେଟ୍ରୋରେ ଯାତ୍ରା କରିବାର ସୁଯୋଗ ମିଳିଥିଲା ଏବଂ ମରିସସ୍ ସରକାର ରେଡୁଇଟରେ ଥିବା ଷ୍ଟେସନକୁ ମହାତ୍ମା ଗାନ୍ଧୀଙ୍କ ନାମରେ ନାମିତ କରିବାର ବିଶେଷ ପଦକ୍ଷେପ ଦ୍ୱାରା ମୁଁ ପ୍ରଭାବିତ ହୋଇଥିଲି। ରାଷ୍ଟ୍ରପତି କହିଛନ୍ତି, ସେହି ଷ୍ଟେସନରେ ପ୍ରସିଦ୍ଧ ଦାଣ୍ଡି ଯାତ୍ରାକୁ ଚିତ୍ରିତ କରାଯାଇଛି, ଯାହା ଆମ ଦୁଇ … Continue reading ମରିସସରେ ମେଟ୍ରୋରେ ଯାତ୍ରା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ