କଠିନ ପରିସ୍ଥିତିରେ ଆଦିବାସୀଙ୍କ ଜୀବନ, ଯୋଜନା ଅପହଞ୍ଚ – ରାଷ୍ଟ୍ରପତି

ଡେସ୍କ: କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ଗରିବଙ୍କ ଉନ୍ନତି ପାଇଁ ଉଦ୍ଦିଷ୍ଟ ହୋଇଥିଲେ ହେଁ ପର୍ଯ୍ୟାପ୍ତ ମାଧ୍ୟମ ଅଭାବରୁ କେତେକ ଯୋଜନା ଆଦିବାସୀ ଗୋଷ୍ଠୀଙ୍କ ପାଖରେ ପହଞ୍ଚି ପାରୁନାହିଁ ବୋଲି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ସ୍ୱାସ୍ଥ୍ୟ, ଶିକ୍ଷା, ପରିମଳ ଓ ପାନୀୟ ଜଳ ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ସେମାନଙ୍କ ପାଖରେ ପହଞ୍ଚି ପାରୁ ନ ଥିବାରୁ ବିଶେଷ କରି ଓଡ଼ିଶାର ଆଦିବାସୀ ଜନସଂଖ୍ୟା ଏକ କଠିନ ପରିସ୍ଥିତିରେ ଜୀବନ ଯାପନ କରୁଥିବା … Continue reading କଠିନ ପରିସ୍ଥିତିରେ ଆଦିବାସୀଙ୍କ ଜୀବନ, ଯୋଜନା ଅପହଞ୍ଚ – ରାଷ୍ଟ୍ରପତି