www.samajalive.in
Sunday, December 7, 2025
26.1 C
Bhubaneswar

କିଏ ହେବେ ନୂତନ ରାଷ୍ଟ୍ରପତି ?

ନୂଆବର୍ଷ: ୨୦୨୨ରେ ଭାରତରେ ହେବ ରାଷ୍ଟ୍ରପତି ନିର୍ବାଚନ । ଦେଶ ତାର ୧୭ ତମ ରାଷ୍ଟ୍ରପତି ନିର୍ବାଚିତ କରିବ । ଇଲେକ୍ଟୋରାଲ କଲେଜ ମାଧ୍ୟମରେ ଏହି ନିର୍ବାଚନ ହେବ । ଲୋକସଭା, ରାଜ୍ୟସଭା ଓ ଦିଲ୍ଲୀ, ପୁଡୁଚେରୀ ଭଳି ୨୮ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ସଦସ୍ୟମାନେ ଭୋଟ୍ ଦେଇ ନୂତନ ରାଷ୍ଟ୍ରପତି ନିର୍ବାଚତ କରିବେ । ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ୟ୍ୟକାଳ ଜୁଲାଇ ୨୦୨୨ ପର୍ୟ୍ୟନ୍ତ ରହିଛି ।

ଅନ୍ୟପଟେ ଚଳିତ ନୂଆବର୍ଷରେ ଭାରତର ମୋଟ ସାତୋଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। ଉତ୍ତରପ୍ରଦେଶ, ପଞ୍ଜାବ, ମଣିପୁର ଏବଂ ଗୋଆରେ ନିର୍ବାଚନ ହେବାକୁ ଥିବାବେଳେ, ହିମାଚଳ ପ୍ରଦେଶ ଏବଂ ଗୁଜରାଟ ବର୍ଷ ଶେଷରେ ବିଧାନସଭା ନିର୍ବାଚନ କରିବ। ଏହି ସମସ୍ତ ବିଧାନସଭା ନିର୍ବାଚନ ମଧ୍ୟ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି, କଂଗ୍ରେସ ଏବଂ ଆଞ୍ଚଳିକ ଦଳ ପାଇଁ ଏକ ସୁଯୋଗ ହେବ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories