ଜନ୍ମମାଟିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ମା’ କିଚକେଶ୍ବରୀଙ୍କୁ କଲେ ଦର୍ଶନ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ପ୍ରଥମେ ସେ ଜନ୍ମମାଟି ମୟୂରଭଞ୍ଜରେ ପହଞ୍ଚିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ଖିଚିଂରେ ପହଞ୍ଚି ମା’ କିଚକେଶ୍ବରୀଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ଏହାହାପରେ ରାଷ୍ଟ୍ରପତିଙ୍କର ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ସମସ୍ତ କାର୍ଯ୍ୟକ୍ରମ ସରିବା ପରେ ମହୁଲଡିହାସ୍ଥିତ ନିଜ ବାସଭବନରେ ପରିବାର ସହିତ ରାତ୍ରଭୋଜନ କରି ରାତ୍ରୀଯାପନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। Related Posts ଭୁବନେଶ୍ୱରରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ… … Continue reading ଜନ୍ମମାଟିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ମା’ କିଚକେଶ୍ବରୀଙ୍କୁ କଲେ ଦର୍ଶନ