ଚୈତ୍ର ନବରାତ୍ର : ୯ ଦିନ କି କି ଭୋଗ କରିବେ ଅର୍ପଣ..

ନବରାତ୍ରର ପର୍ବ ପ୍ରତ୍ୟେକ ଭାରତୀୟ ଓ ହିନ୍ଦୁ ସଂସ୍କୃତିରେ ଖୁବ୍ ମହତ୍ତ୍ୱ ରହିଛି। ଏହି ଦିନରେ ଦେବୀ ଦୁର୍ଗାଙ୍କର ୯ ସ୍ୱରୂପକୁ ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ଭୋଗ ଅର୍ପଣ କରାଯାଏ। ଭକ୍ତ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ତେବେ ଜାଣନ୍ତୁ ଏହି ୯ ଦିନରେ କି କି ଭୋଗ ଅର୍ପଣ କରିବା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ। ନବରାତ୍ରର ପ୍ରଥମ ଦିନ ଅର୍ଥାତ ମା’ଶୈଳପୁତ୍ରୀଙ୍କ ଦିନ। ଏହି … Continue reading ଚୈତ୍ର ନବରାତ୍ର : ୯ ଦିନ କି କି ଭୋଗ କରିବେ ଅର୍ପଣ..