www.samajalive.in
Sunday, December 7, 2025
26.1 C
Bhubaneswar

ଗର୍ଭବତୀ ଖାଆନ୍ତୁ ଏହି ତେଲ, ସ୍ବାସ୍ଥ୍ୟବାନ୍ ହେବ ଗର୍ଭସ୍ଥ ଶିଶୁ

ଗର୍ଭବତୀ ମହିଳାଙ୍କୁ ମୁଖ୍ୟ ସମସ୍ୟା ହେଉଛି ଖାଦ୍ୟ ପାନୀୟ । କ’ଣ ଖାଇଲେ ଗର୍ଭସ୍ଥ ଶିଶୁ ସ୍ବାସ୍ଥ୍ୟବାନ ହେବ ତାହାକୁ ନେଇ ଦ୍ବନ୍ଦ ରହିଥାଏ । ଏହି ସମୟରେ ଖାଦ୍ୟ ପାନୀୟ ଠାରୁ ଆରମ୍ଭ କରି ଜୀବନଶୈଳୀ ପର୍ଯ୍ୟନ୍ତ, ସବୁଥିରେ ଅନେକ ପରିବର୍ତ୍ତନ ହୋଇଥାଏ । ଯଦି ଗର୍ଭବତୀ ମହିଳା ଭୋଜନରେ ଏହି ତେଲକୁ ସାମିଲ କରନ୍ତି, ତେବେ ଗର୍ଭସ୍ଥ ଶିଶୁ ସୁସ୍ଥ ରହିଥାଏ ।

ଏହି ସମୟରେ ଗର୍ଭବତୀ ମହିଳାମାନେ ନିୟମିତ ଭୋଜନରେ ମାଛ ତେଲ ସାମିଲ କରିବା ଉଚିତ୍ । ପ୍ରସବର କିଛି ଦିନ ପୂର୍ବରୁ ଖାଦ୍ୟରେ ମାଛ ତେଲ ବ୍ୟବହାର କରିବା ଦ୍ବାରା ଶିଶୁ ସୁସ୍ଥ ରହିଥାଏ । ଶିଶୁଟିର ଶରୀର ଉପରେ ଏହାର ସୁପ୍ରଭାବ ପଡିଥାଏ । ଏହା ସହ ପ୍ରସବ ସମୟରେ ମା’ କୁ ଅଧିକ କଷ୍ଟ ସହିବାକୁ ପଡିନଥାଏ ।

- Advertisement -

ଲଣ୍ଡନର ଏକ ବିଶ୍ବବିଦ୍ୟାଳୟରେ ହୋଇଥିବା ଗବେଷଣାରୁ ଜଣାପଡିଛି, ଗର୍ଭବତୀ ମସୟରେ ମହିଳାମାନେ ମାଛ ତେଲ ସେବନ କରିବା ଦ୍ବାରା ଗର୍ଭସ୍ଥ ଶିଶୁକୁ ଆଲର୍ଜୀ ହେବାର ସମ୍ଭାବନା ୩୦ ପ୍ରତିଶତ କମ୍ ଥାଏ । କାରଣ ମାଛ ତେଲରେ ଓମେଗା-୩ ରହିଛି । ଯାହା ଶିଶୁର ପାଚନ କ୍ରିୟା ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories