ଟ୍ୱିଟରେ ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ପ୍ରଶ୍ନ: ସମ୍ବଲପୁର-କଟକ ଏନଏଚ ୫୫ର ଦୂରାବସ୍ଥା ପାଇଁ କିଏ ଦାୟୀ

ଡେସ୍କ: ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାଶ ଟ୍ୱିଟର ଜରିଆରେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟାକ୍ଷ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲକୁ ଆଉ ମାତ୍ର ୯ ଦିନ ବାକି ଥିବା ବେଳେ, ଉଭୟଙ୍କ ମଧ୍ୟରେ ଟ୍ୱିଟର ଯୁଦ୍ଧର ମୁଳୁଦୁଆ ପକାଇଛନ୍ତି ପ୍ରଣବ। ସେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭାଇ ବୋଲି ସମ୍ବୋଧନ କରିବା ସହ ଗତ ୧୦ ବର୍ଷ ମଧ୍ୟରେ … Continue reading ଟ୍ୱିଟରେ ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ପ୍ରଶ୍ନ: ସମ୍ବଲପୁର-କଟକ ଏନଏଚ ୫୫ର ଦୂରାବସ୍ଥା ପାଇଁ କିଏ ଦାୟୀ