ସମାଜ ବ୍ୟୁରୋ:ବଳଙ୍ଗା ପୀଡିତାଙ୍କ ମୃତ୍ୟୁକୁ ନେଇ ଶହେ ଥର ଇସ୍ତଫା ଦେବାକୁ ପ୍ରସ୍ତୁତ ଥିବା କଥା ଗତ ସୋମବାର କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମୋ ଇସ୍ତଫାରେ ଯଦି ବଳଙ୍ଗା ପୀଡିତାଙ୍କ ଜୀବନ ଫେରିପାରିବ ତା ହେଲେ ମୁଁ ପ୍ରସ୍ତୁତ । ମାତ୍ର ମୃତକଙ୍କ ପରିବାରକୁ ନେଇ ରାଜନୀତି ପସନ୍ଦ କରେନାହିଁ ।
Popular Categories



