ବିବାହ ଓ ପାର୍ଟିରେ ସାମିଲ ହେବାକୁ ମୋଟା ଅଙ୍କର ପାଉଣା ନିଅନ୍ତି ପ୍ରଭାସ; ଫିସ୍ ଜାଣି ଚମକି ପଡ଼ିବେ

ମୁମ୍ବଇ: ବଲିଉଡର ଏମିତି ଅନେକ ତାରକା ଅଛନ୍ତି, ଯେଉଁମାନେ ବିବାହ, ପାର୍ଟି କିମ୍ବା କୌଣସି ବିଶେଷ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ମୋଟା ଅଙ୍କର ଫିସ୍ ନେଇଥାଆନ୍ତି। ଏଥିରେ ଅନେକ ବଡ ତାରକାଙ୍କ ନାଁ ସାମିଲ ଅଛି। ଅନେକ ପ୍ରଶଂସକ ଅଛନ୍ତି, ଯେଉଁମାନେ ସେମାନଙ୍କର ପ୍ରିୟ ତାରକାଙ୍କୁ ତାଙ୍କ ବିବାହ, ରିସେପ୍ସନ୍ କିମ୍ବା କୌଣସି କାର୍ଯ୍ୟକ୍ରମରେ ସାମିଲ କରିବାର ସ୍ୱପ୍ନ ଦେଖନ୍ତି। ଅନେକ ପ୍ରଶଂସକ ଏଥିପାଇଁ ବିପୁଳ ପରିମାଣର ଅର୍ଥ ମଧ୍ୟ ଖର୍ଚ୍ଚ କରନ୍ତି। କୌଣସି ସମାରୋହରେ … Continue reading ବିବାହ ଓ ପାର୍ଟିରେ ସାମିଲ ହେବାକୁ ମୋଟା ଅଙ୍କର ପାଉଣା ନିଅନ୍ତି ପ୍ରଭାସ; ଫିସ୍ ଜାଣି ଚମକି ପଡ଼ିବେ