‘କଳ୍କି ୨୮୯୮ ଏଡି’: ଚର୍ଚ୍ଚାରେ ପ୍ରଭାସଙ୍କ ୩ ଚକିଆ ସୁପର କାର୍‌ ‘ବୁଜ୍ଜି’, ଭିଡିଓ ଭାଇରାଲ୍‌

ମୁମ୍ବଇ: ବାହୁବଳି ଷ୍ଟାର ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ‘କଳ୍କି ୨୮୯୮ ଏଡି’କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦର୍ଶକ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଲୋକ ଏବେ ଏହି ଚଳଚ୍ଚିତ୍ର ପାଇଁ ଯେତିକି ଉତ୍ସାହିତ ତା’ଠାରୁ ଅଧିକ ଉତ୍ସାହିତ ସେଥିରେ ପ୍ରଦର୍ଶିତ ସୁପର କାର୍‌କୁ ନେଇ। ଫିଲ୍ମରେ ଏହି କାରର ନାମ ‘କଳ୍କି’ ରଖାଯାଇଛି। ଫିଲ୍ମ ‘କଳ୍କି’ରେ ଦର୍ଶକ ଏଭଳି ଏକ କାର୍ ଦେଖିବାକୁ ପାଇବେ ଯାହା କୌଣସି ସୁପରହିରୋ କାର୍‌ଠାରୁ କମ୍ ନୁହେଁ। … Continue reading ‘କଳ୍କି ୨୮୯୮ ଏଡି’: ଚର୍ଚ୍ଚାରେ ପ୍ରଭାସଙ୍କ ୩ ଚକିଆ ସୁପର କାର୍‌ ‘ବୁଜ୍ଜି’, ଭିଡିଓ ଭାଇରାଲ୍‌