ଆଳୁ ଟ୍ରକ୍ ଜଗିବାକୁ ଲାଗିଲା ସିସି ଟିଭି

ପଶ୍ଚିମବଙ୍ଗ:ଆଳୁ ଟ୍ରକ ଜଗିବାକୁ ଲାଗିଲା ସିସି ଟିଭି। ପ୍ରଥମେ ଆଳୁ ଟ୍ରକ ଛାଡିଲେନି ଆଉ ଏବେ ଗଳା ବାଟରେ ଆଳୁ ଟ୍ରକ ଆସୁଥିବା ଖବର ପାଇ ସିସି ଟିଭି ଲଗାଇଲେ ପଶ୍ଚିମବଙ୍ଗ ସରକାର। ଓଡିଶା ପଶ୍ଚିମବଙ୍ଗ ସୀମା ନୀଳଦା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ପୁଲିସ୍ ରାସ୍ତାକଡରେ ସିସି ଟିଭି ଲଗାଇ ଆଳୁ ଗାଡି ରୋକିବାକୁ ଯୋଜନା କରିଛନ୍ତି। ଲକ୍ଷ୍ଣଣନାଥ ଟୋଲଗେଟରେ ପଶ୍ଚିମବଙ୍ଗ ପୁଲିସ୍ ଆଳୁ ଗାଡି ଛାଡୁନି। ହେଲେ କିଛି ଛୋଟ ଛୋଟ … Continue reading ଆଳୁ ଟ୍ରକ୍ ଜଗିବାକୁ ଲାଗିଲା ସିସି ଟିଭି