ପଶ୍ଚିମବଙ୍ଗରେ ଆନ୍ଦୋଳନ, ଓଡ଼ିଶାରେ ଆଳୁ ମହଙ୍ଗା
କଟକ/ଖଣ୍ଡଗିରି : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ ଆଳୁ ଦର ଆକାଶ ଛୁଆଁ ହୋଇଛି। ଗୁରୁବାର ହଠାତ୍ ଆଳୁ କିଲୋ ପିଛା ଦର ୬୦ ଛୁଇଁଛି। ପୂର୍ବରୁ କେବେବି ବର୍ଷା ଋତୁରେ ଆଳୁ ଦର ବୃଦ୍ଧି ପାଇବା ଦେଖାଯାଇନଥିଲା । କିନ୍ତୁ ଚଳିତବର୍ଷ ଏହା ଖାଉଟିଙ୍କ ଚିନ୍ତାର କାରଣ ପାଲଟିଛି। ପଶ୍ଚିମବଙ୍ଗରୁ ହଠାତ୍ ଆମଦାନୀ ବନ୍ଦ ହୋଇଥିବାରୁ କଟକ ମାଲଗୋଦାମ, ଛତ୍ରବଜାର ଓ ଭୁବନେଶ୍ବର କୁବେରପୁରୀର ଆଳୁ ଗଦି ଖାଲି ହୋଇଯାଇଛି। ଖୁଚୁରା ବଜାରରେ … Continue reading ପଶ୍ଚିମବଙ୍ଗରେ ଆନ୍ଦୋଳନ, ଓଡ଼ିଶାରେ ଆଳୁ ମହଙ୍ଗା
Copy and paste this URL into your WordPress site to embed
Copy and paste this code into your site to embed