ପୁଣି ଚିନ୍ତା ବଢାଇଲା ଆଳୁ ; କେଜି ଛୁଇଁଛି ୬୦, ଟ୍ୱିନ୍‌ ସିଟି ଗୋଦାମରେ ଆଳୁ ସଙ୍କଟ..

ଭୁବନେଶ୍ୱର : ଚିନ୍ତା ବଢାଉଛି ଆଳୁ ଦର । ସମାଧାନ ହୋଇ ପାରୁନି ଆଳୁ ସମସ୍ୟା । ଟ୍ୱିନ୍‌ ସିଟି ଠାରୁ ଆରମ୍ଭ କରି ପୁଣି ସାରା ରାଜ୍ୟରେ ଚଢା ଦରରେ ଆଳୁ ବିକ୍ରି ହେଉଛି । ଆଳୁ କେଜି ଛୁଇଁଛି ୬୦ । କଟକ ଛତ୍ରବଜାର, ଭୁବନେଶ୍ୱର ଆଇଗିଣିଆ ଗୋଦାମରେ ଦେଖାଦେଇଛି ଆଳୁ ସଙ୍କଟ । ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଆସିପାରୁନଥିବାରୁ ଘନଉଛି ଆଳୁ ନିଆଁ । ଉତ୍ତର ପ୍ରଦେଶରୁ ପର୍ଯ୍ୟାପ୍ତ ଆଳୁ ଆସିପାରୁ ନଥିବାରୁ … Continue reading ପୁଣି ଚିନ୍ତା ବଢାଇଲା ଆଳୁ ; କେଜି ଛୁଇଁଛି ୬୦, ଟ୍ୱିନ୍‌ ସିଟି ଗୋଦାମରେ ଆଳୁ ସଙ୍କଟ..