ଥମୁନି ଆଳୁ ନିଆଁ; କିଲୋ ଛୁଇଁଲା ୬୦

ଭୁବନେଶ୍ୱର : ଥମୁନି ଆଳୁ ନିଆଁ । ରାଜ୍ୟରେ ପୁଣି ବେଲଗାମ ହେଲା ଆଳୁ ଦର । ହୁ ହୁ ହୋଇ ବଢି ଚାଲିଛି ଆଳୁ ଦର । ଦାମ୍‌ ବଢିବା ପରେ ୩୫ ରୁ ଆରମ୍ଭ ହୋଇ ୬୦ ଟଙ୍କାରେ ପହଞ୍ଚିଛି ଆଳୁ ଦର । ଆଜି କଟକ ଛତ୍ରବଜାରରେ ଆଳୁ କେଜି ୬୦ ଟଙ୍କାରେ ପହଞ୍ଚିଛି । ଆଳୁ ଗାଡି ଆସୁନଥିବାରୁ ଦର ବଢିଥିବା ବ୍ୟବସାୟୀ କହିଛନ୍ତି । ଦିନେ ଦୁଇ ଦିନ ମଧ୍ୟରେ … Continue reading ଥମୁନି ଆଳୁ ନିଆଁ; କିଲୋ ଛୁଇଁଲା ୬୦