www.samajalive.in
Tuesday, December 9, 2025
26.1 C
Bhubaneswar

ନବୀନଙ୍କ ନୂଆ କ୍ୟାବିନେଟ : କାହାକୁ ମିଳିଲା କେଉଁ ବିଭାଗ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ନବ ଗଠିତ କ୍ୟାବିନେଟ ମଧ୍ୟରେ ବୁଧବାର ବିଭାଗ ବଣ୍ଟନ କରିଛନ୍ତି । ନିଜ ପାଖରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ରଖିଥିବା ବେଳେ ଅନ୍ୟ ୨୦ ଜଣ ମନ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ବିଭାଗ ବଣ୍ଟନ କରିଛନ୍ତି।

କାହାକୁ ମିଳିଲା କେଉଁ ବିଭାଗ

ମୁଖ୍ୟମନ୍ତ୍ରୀ

- Advertisement -

ନବୀନ ପଟ୍ଟନାୟକ : ଗୃହ,ସାଧାରଣ ପ୍ରଶାସନ ବିଭାଗ ଓ ଅଭିଯୋଗ

କ୍ୟାବିନେଟ ମନ୍ତ୍ରୀ

ପ୍ରଫୁଲ୍ଲ ମଲ୍ଲିକ: ଖଣି,ଇସ୍ପାତ ଓ ପୁର୍ତ୍ତ ବିଭାଗ, ଗୃହ ବିଭାଗର ସ୍ବାଧୀନ ଦାୟିତ୍ବ
ବିକ୍ରମ କେଶରୀ ଆରୁଖ: ଜଙ୍ଗଲ ଓ ପରିବେଶ ବିଭାଗ, ସଂସଦୀୟ ବ୍ୟାପାର
ନିରଞ୍ଜନ ପୂଜାରୀ: ଅର୍ଥ ଓ ଅବକାରୀ ବିଭାଗ
ରଣେନ୍ଦ୍ର ପ୍ରତାପ ସ୍ବାଇଁ: ଖାଦ୍ୟ ଯୋଗାଣ ଓ ସମବାୟ
ଅରୁଣ କୁମାର ସାହୁ : କୃଷି, ମତ୍ସ୍ୟ, ପଶୁ ସଂପଦ ଏବଂ ଉଚ୍ଚ ଶିକ୍ଷା ବିଭାଗ
ପ୍ରତାପ ଜେନା: ପଞ୍ଚାୟତିରାଜ, ଆଇନ ଓ ନଗର ଉନ୍ନୟନ ବିଭାଗ
ସୁଦାମ ମାର୍ଣ୍ଡି: ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ
ପଦ୍ମନାଭ ବେହେରା: ବାଣିଜ୍ୟ ପରିବହନ, ଯୋଜନା ଓ ସଂଯୋଜନା
ସୁଶାନ୍ତ ସିଂହ: ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ବିଭାଗ
ନବ କିଶୋର ଦାସ: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
ଟୁକୁନି ସାହୁ: ମହିଳା ଓ ଶିଶୁ ବିକାଶ ବିଭାଗ

ରାଷ୍ଟ୍ରମନ୍ତ୍ରୀ
ଅଶୋକ ଚନ୍ଦ୍ର ପଣ୍ଡା: ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ
ସମୀର ରଞ୍ଜନ ଦାଶ: ସ୍କୁଲ ଓ ଗଣ ଶିକ୍ଷା ବିଭାଗ
ତୁଷାରକାନ୍ତି ବେହେରା: କ୍ରୀଡ଼ା ଯୁବସେବା ଏବଂ ଆଇଟି
ରଘୁନନ୍ଦନ ଦାସ : ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ
ଜ୍ୟୋତିପ୍ରକାଶ ପାଣିଗ୍ରାହୀ: ପର୍ଯ୍ୟଟନ, ଓଡ଼ିଆ ଭାଷା ଓ ସଂସ୍କୃତି
ଦିବ୍ୟଶଙ୍କର ମିଶ୍ର: ଶକ୍ତି, ଶିଳ୍ପ ଏବଂ ଏମଏସଏମଇ
ପ୍ରେମାନନ୍ଦ ନାୟକ: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା
ଜଗନ୍ନାଥ ସାରକା: ଅନୁସୂଚିତ ଜାତି ଓ ଜନ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ
ପଦ୍ମିନୀ ଦିଆନ: ହସ୍ତ ତନ୍ତ ଓ ହସ୍ତ ଶିଳ୍ପ

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories