ପୁରୀ: ରାଜ୍ୟ ସରକାରଙ୍କ ଦ୍ୱାରା ଆଜି ଠାରୁ ପୁରୀ, କଟକ, ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ମହାନଗର ନିଗମରେ ପ୍ଲାଷ୍ଟିକ ଓ ଜରିକୁ ନିଷେଧ କରାଯାଇଛି। ତେବେ ପୁରୀରେ ପଲିଥିନ ଜବତ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଛି। ପୁରୀର ବିଭିନ୍ନ ଦୋକାନରେ ଚଢଉ ଜାରି ରହିଛି। ପୁରୀ ଜିଲାପାଳଙ୍କ ନେତୃତ୍ୱରେ ମନ୍ଦିର ଚାରିପାଖରେ ଥିବା ଦୋକାନରେ ମଧ୍ୟ ଚଢଉ କରାଯାଇଛି। ପଲିଥିନ ଥିବା ନେଇ ଆଜି ଏହି ଚଢଉ କରାଯାଇଛି।
Popular Categories



