ନିର୍ବାଚନୀ ବଣ୍ଡ ମାମଲା – ଦଳ ଜାଣିନି ଦାତା କିଏ?

ଡେସ୍କ: ନିର୍ବାଚନୀ ବଣ୍ଡ ମାମଲାକୁ ନେଇ ସୁପ୍ରିମକୋର୍ଟ ଆଜି ଷ୍ଟେଟବ୍ୟାଙ୍କକୁ ନୂଆ ନିର୍ଦ୍ଦେଶନାମା ଜାରି କରିଥିବା ବେଳେ, କେତେକ ରାଜନୈତିକ ଦଳ ଦାତା କିଏ ଜାଣିନାହାନ୍ତି ବୋଲି କହିଛନ୍ତି। ସେହିପରି କେତେକ ରାଜନୈତିକ ଦଳ ବିଭିନ୍ନ ଆଇନଗତ ବିଷୟ ଦର୍ଶାଇ ନିର୍ବାଚନୀ ବଣ୍ଡ ଦାତାମାନଙ୍କର ବିବରଣୀ ଦେବାକୁ ମନା କରିଦେଇଥିବା ବେଳେ ଆଉ କେତେକ ଦଳ କହିଛନ୍ତି ଯେ ସେମାନେ “ଡ୍ରପ୍ ବକ୍ସ” ମାଧ୍ୟମରେ କିମ୍ବା ଡାକ ମାଧ୍ୟମରେ ପାଣ୍ଠି ନିର୍ବାଚନୀ ବଣ୍ଡ ପାଇଛନ୍ତି। ସାଓମି ପିଚକାରୀରେ … Continue reading ନିର୍ବାଚନୀ ବଣ୍ଡ ମାମଲା – ଦଳ ଜାଣିନି ଦାତା କିଏ?