ପୁଣି ରାଜନୈତିକ ସଙ୍କଟ – ସଂସଦର ନୂଆ ଅଧିବେଶନ ଡାକିବାକୁ ମନା କଲେ ପାକିସ୍ତାନ ରାଷ୍ଟ୍ରପତି ଆରିଫ ଆଲଭି

​ଡେସ୍କ: ନବନିର୍ବାଚିତ ନ୍ୟାସନାଲ ଆସେମ୍ବ୍ଲିର ପ୍ରଥମ ଅଧିବେଶନ ଡାକିବାକୁ ପାକିସ୍ତାନ ରାଷ୍ଟ୍ରପତି ଆରିଫ ଆଲଭି ମନା କରିବା ଦ୍ୱାରା ଆଇନଗତ ପରିଣାମ ଭୋଗିବାକୁ ପଡ଼ିବ ବୋଲି ପିଏମ୍ଏଲ୍-ଏନ୍ ଓ ପିପିପିର ବରିଷ୍ଠ ନେତାମାନେ ଚେତାବନୀ ଦେଇଛନ୍ତି। ନବନିର୍ବାଚିତ ନ୍ୟାସନାଲ ଆସେମ୍ବ୍ଲିର ପ୍ରଥମ ଅଧିବେଶନ ଫେବ୍ରୁଆରି ୨୯ରେ ଡାକିବା ପାଇଁ କାର୍ଯ୍ୟନିର୍ବାହୀ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ପଦକ୍ଷେପକୁ ସୋମବାର ଆଲଭି ପ୍ରତ୍ୟାଖ୍ୟାନ କରିଛନ୍ତି। ଜନ୍ମମାଟିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ମା’ କିଚକେଶ୍ବରୀଙ୍କୁ କଲେ ଦର୍ଶନ ଜେଲରେ ଥିବା ପୂର୍ବତନ … Continue reading ପୁଣି ରାଜନୈତିକ ସଙ୍କଟ – ସଂସଦର ନୂଆ ଅଧିବେଶନ ଡାକିବାକୁ ମନା କଲେ ପାକିସ୍ତାନ ରାଷ୍ଟ୍ରପତି ଆରିଫ ଆଲଭି