ଭାରତ ବନ୍ଦ – ଏସଡିଏମଙ୍କୁ ପିଟିଲେ ପୁଲିସ କର୍ମଚାରୀ, ଦେଖନ୍ତୁ ଭିଡିଓ
ଡେସ୍କ: ଭାରତ ବନ୍ଦ ସମୟରେ ସମର୍ଥକଙ୍କ ଉପରେ ଆଜି (ବୁଧବାର) ପୁଲିସ ଲାଠି ମାଡ କରୁଥିଲା ବେଳେ ଭୁଲ ବଶତଃ ପାଟଣା ଏସ୍ ଡିଏମ୍ ଶ୍ରୀକାନ୍ତ କୁଣ୍ଡଲିକ ଖାଣ୍ଡେକରଙ୍କ ଉପରେ ମଧ୍ୟ ଲାଠିଚାର୍ଜ ହୋଇଥିବା ଜଣାପଡିଛି। ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଭିଡିଓରେ ଏଭଳି ଘଟିଥିବା ସ୍ପଷ୍ଟ ଦେଖିବାକୁ ମିଳିଛି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ସିଭିଲ ଡ୍ରେସ ପିନ୍ଧିଥିବା ଖଣ୍ଡେକରଙ୍କୁ ପୁଲିସ କର୍ମଚାରୀ ବାଡ଼ିରେ ମାଡ଼ ମାରୁଛନ୍ତି। ଏସଡିଏମ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଦୋଷୀ … Continue reading ଭାରତ ବନ୍ଦ – ଏସଡିଏମଙ୍କୁ ପିଟିଲେ ପୁଲିସ କର୍ମଚାରୀ, ଦେଖନ୍ତୁ ଭିଡିଓ
Copy and paste this URL into your WordPress site to embed
Copy and paste this code into your site to embed