ବଦଳି କଲେ ରାଜ୍ୟ ସରକାର, ପୁଲିସ ଆଇଜି ଆଶିଷ ସିଂ ହେଲେ ଗୃହ ବିଭାଗ ଓଏସଡି

ଡେସ୍କ: ରାଜ୍ୟର ବରିଷ୍ଠ ଆଇପିଏସ ଅଧିକାରୀ ଆଇଜି ଆଶିଷ ସିଂଙ୍କୁ ଗୃହ ବିଭାଗର ଅଫିସର ଅନ ସ୍ପେଶାଲ ଡ୍ୟୁଟି ଭାବେ ବଦଳି କରାଯାଇଛି। ସେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ। ଗତକାଲି ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ ହେବା ପରେ ଆଜି ଆଇଜି ଆଶିଷ ସିଂଙ୍କ ବଦଳି କରାଯାଇଛି। ତେବେ ଆଇଜି ଶ୍ରୀ ସିଂଙ୍କ ବଦଳି ହେବା ନେଇ ନିର୍ବାଚନ ସମୟରୁ ଏକ ପ୍ରକାର ନିଶ୍ଚିତ ଥିଲା। ନିର୍ଵାଚନରେ ପ୍ରକ୍ରିୟାରେ ବାଧା ସୃଷ୍ଟି … Continue reading ବଦଳି କଲେ ରାଜ୍ୟ ସରକାର, ପୁଲିସ ଆଇଜି ଆଶିଷ ସିଂ ହେଲେ ଗୃହ ବିଭାଗ ଓଏସଡି